ବିରି ଫେଣାଇବା Biri pheṇāibā

  • ଦେ. କ୍ରି (ସଂ. ବ୍ରୀହି+ଫେନାୟ ଧାତୁ) — ବଟା ବିରିକୁ ହାତ ଦ୍ୱାରା ବିଶେଷ ପରିମାଣରେ ଉପର୍ଯ୍ୟୁପରି ଘାଣ୍ଟି ତାକୁ ଫେନଯୁକ୍ତ ଓ ଫୁଲୁକା କରିବା — To agitate pasted Biri for a long time and make it bloated