ବିରି ଓଳିଆ Biri oḻiā

  • ଦେ. ବି — ବିରିକୁ ବାନ୍ଧି କରି ରଖିବା ପାଇଁ ପ୍ରସ୍ତୁତ କୁଟାର ପୁଡ଼ା — Packet made of straw for strong Biri grain
  • ଦେ. ବି — [ଉ—ଏତେ ଖାଇ ନ ପୂରିଲା ପେଟ, ବିରି ଓଳିଆରେ ମାରୁଛି ହାତ। ଢଗ।]