ବିରି ଉପଡ଼ା Biri upaṟḍ̠ā

  • ଦେ. ବି—(ସଂ. ବ୍ରୀହି+ଉତ୍ପାଟନ) — ବିରି ଛୁଇଁମାନ ଗଛରେ ସୁପକ୍ୱ ହୋଇ ଶୁଖି ଗଲେ ବିରି ଆମଦାନି କରିବା ପାଇଁ ସେହି ଗଛମାନଙ୍କୁ ଓପାଡ଼ିବା — The uprooting of the Biri plants for harvesting
  • ଦେ. ବି—(ସଂ. ବ୍ରୀହି+ଉତ୍ପାଟନ) — [ଦ୍ର—ବିରିଗୁଳ୍ମକୁ ଓପାଡ଼ି ଆଣି ଖରାରେ ଶୁଖାଇ ତାକୁ ବେଙ୍ଗଳା ପକାନ୍ତି, କିମ୍ବା ବିରି ଛୁଇଁମାନଙ୍କୁ ବାଉଁଶ ଠେଙ୍ଗାରେ ବାଡ଼ିଆନ୍ତି; ତାହା ହେଲେ ବିରି ଶସ୍ୟ ମାନ ଛୁଇଁରୁ ବାହାରି ପୃଥକ୍ ହୋଇ ଯାଏ; ବିରି ଛୁଇଁର ଶସ୍ୟ ବିହୀନ ଖୋସାମାନଙ୍କୁ ବିରି ବୋତି ବୋଲା ଯାଏ]