ବିରାବୀ Birābī

  • ସଂ. ବିଣ ପୁଂ (ବିରାବ+ଅସ୍ତ୍ୟର୍ଥେ ଇନ୍; ବିରାବିନ୍; 1 ମା. 1 ବ) — କୋଳାହଳକାରୀ — Noisy; boisterous;
  • ସଂ. ବିଣ ପୁଂ (ବିରାବ+ଅସ୍ତ୍ୟର୍ଥେ ଇନ୍; ବିରାବିନ୍; 1 ମା. 1 ବ) — ବଡ଼ ପାଟିଆ — Loudvoiced
  • ସଂ. ବିଣ ପୁଂ (ବିରାବ+ଅସ୍ତ୍ୟର୍ଥେ ଇନ୍; ବିରାବିନ୍; 1 ମା. 1 ବ) — କୋଳାହଳ ମୟ — Full of noise