ବିରାଧନ Birādhana

  • ସଂ. ବି (ବି+ରାଧ୍ ଧାତୁ=ଅପକାର କରିବା ଇତ୍ୟାଦି+ଭାବ ଅନ) — ଅତ୍ୟାଚାର କରଣ — Injuring
  • ସଂ. ବି (ବି+ରାଧ୍ ଧାତୁ=ଅପକାର କରିବା ଇତ୍ୟାଦି+ଭାବ ଅନ) — ଅତ୍ୟାଚାର କରଣ — Opressing
  • ସଂ. ବି (ବି+ରାଧ୍ ଧାତୁ=ଅପକାର କରିବା ଇତ୍ୟାଦି+ଭାବ ଅନ) — ପୀଡ଼ନ; ପୀଡ଼ା ଦେବା — Giving pain