ବିରାଟ ରୂପ Birāṭarūpa
- ଦେ. ବି — ବିଶାଳ ଶରୀର — Gigantic body
- ଦେ. ବି — ବିରାଟକାୟ; ବିଶାଳମୂର୍ତ୍ତି — Gigantic
- ଦେ. ବି — [ଦ୍ର—ମହାଭାରତ ଯୁଦ୍ଧକ୍ଷେତ୍ରରେ ଅର୍ଜୁନଙ୍କ ରଥ ଚାଳକ ସାରଥୀ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଭଗବଦ୍ଗୀତା ଉପଦେଶ ଦେଉଥିବା ସମୟରେ ଆପଣାର ଯେଉଁ ସର୍ବବ୍ରହ୍ମାଣ୍ଡବ୍ୟାପୀ ବିଶାଳରୂପ ବା ବିଶ୍ୱରୂପ ଦେଖାଇଥିଲେ, ଗୀତାର 11 ଶ ଅଧ୍ୟାୟରେ ତାହା ବିସ୍ତାରିତରୂପେ ବର୍ଣ୍ଣିତ ହୋଇଅଛି।] — [ଦ୍ର—ମହାଭାରତ ଯୁଦ୍ଧକ୍ଷେତ୍ରରେ ଅର୍ଜୁନଙ୍କ ରଥ ଚାଳକ ସାରଥୀ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଭଗବଦ୍ଗୀତା ଉପଦେଶ ଦେଉଥିବା ସମୟରେ ଆପଣାର ଯେଉଁ ସର୍ବବ୍ରହ୍ମାଣ୍ଡବ୍ୟାପୀ ବିଶାଳରୂପ ବା ବିଶ୍ୱରୂପ ଦେଖାଇଥିଲେ, ଗୀତାର11ଶ ଅଧ୍ୟାୟରେ ତାହା ବିସ୍ତାରିତରୂପେ ବର୍ଣ୍ଣିତ ହୋଇଅଛି]