ବିରାଟ ପର୍ବ Birāṭaparba
- ସଂ. ବି — ମହାଭାରତର 18 ପର୍ବ ମଧ୍ୟରୁ ଏକତମ — ମହାଭାରତର18ପର୍ବ ମଧ୍ୟରୁ ଏକତମ—One the 18 books of the Mahābhārata
- ସଂ. ବି — [ଦ୍ର—ଏଥିରେ ପାଣ୍ଡବମାନେ ବିରାଟ ରାଜାଙ୍କ ଆଶ୍ରୟ ନେବା ବିଷୟ ବର୍ଣ୍ଣିତ ହୋଇଅଛି।]
- ଦେ. ବି — ଭୟାନକ କାଣ୍ଡ — A hubbub; a serious state of affairs
- ଦେ. ବି — ମହା ଆଡ଼ମ୍ବରପୂର୍ଣ୍ଣ ବିଷୟ — A grand display