ବିରାଟ ଦେଶ Birāṭa deṡa

  • ସଂ. ବି — ମହାଭାରତୋକ୍ତ ମତ୍ସ୍ୟଦେଶ (ଯେଉଁଠାରେ ପାଣ୍ଡବମାନେ ପ୍ରଚ୍ଛନ୍ନଭାବରେ ଆଶ୍ରୟ ନେଇଥିଲେ); ଆଧୁନିକ ଉତ୍ତରବଙ୍ଗର ବଗୁଡ଼ା ସନ୍ନିହିତ ପ୍ରାଚୀନ ଦେଶବିଦେଶ — Name of an ancient kingdom in the north of Bengal