ବିରାଟ ତନୟା Birāṭa tanayā
- ସଂ. ବି. ସ୍ତ୍ରୀ ( 6 ଷ୍ଠୀ ତତ୍) — ମହାଭାରତୋକ୍ତ ବିରାଟରାଜାଙ୍କ କନ୍ଯା; ଉତ୍ତରା — The daughter of the king of Birāṭa
- ସଂ. ବି. ସ୍ତ୍ରୀ ( 6 ଷ୍ଠୀ ତତ୍) — [ଦ୍ର—ବୃହନ୍ନଳା ନାମ ଗ୍ରହଣ କରି— ଥିବା ନପୁଂସକ ବେଶଧାରୀ ଅର୍ଜୁନ ଏହାଙ୍କୁ ସଙ୍ଗୀତ ଓ ନୃତ୍ୟବିଦ୍ଯା ଶିକ୍ଷା ଦେଉଥିଲେ ଏବଂ ଶେଷରେ ଏ ଅର୍ଜୁନଙ୍କ ପୁତ୍ର ଅଭିମନ୍ୟୁଙ୍କୁ ବିବାହ କରିଥିଲେ। ଏହାଙ୍କଠାରୁ ଯୁଧିଷ୍ଠିରଙ୍କ ଉତ୍ତରାଧିକାରୀ ପରୀକ୍ଷିତ ଜନ୍ମଗ୍ରହଣ କରିଥିଲେ।]