ବିରକ୍ତ Birakta

  • ସଂ. ବିଣ. ପୁଂ (ବି+ରନ୍ଜ ଧାତୁ+କର୍ତ୍ତୃ. ତ) — ଅନନୁ— ରକ୍ତ — Unattached
  • ସଂ. ବିଣ. ପୁଂ (ବି+ରନ୍ଜ ଧାତୁ+କର୍ତ୍ତୃ. ତ) — ଅସନ୍ତୁଷ୍ଟ — Dissatisfied; vexed
  • ସଂ. ବିଣ. ପୁଂ (ବି+ରନ୍ଜ ଧାତୁ+କର୍ତ୍ତୃ. ତ) — କ୍ଳିଷ୍ଟ — Troubled
  • ସଂ. ବିଣ. ପୁଂ (ବି+ରନ୍ଜ ଧାତୁ+କର୍ତ୍ତୃ. ତ) — ବୈରାଗ୍ୟଯୁକ୍ତ; ଉଦା— ସୀନ — Averse to worldly ties; having renounced worldly connections
  • ସଂ. ବିଣ. ପୁଂ (ବି+ରନ୍ଜ ଧାତୁ+କର୍ତ୍ତୃ. ତ) — ବିରତ — Desisted
  • ସଂ. ବିଣ. ପୁଂ (ବି+ରନ୍ଜ ଧାତୁ+କର୍ତ୍ତୃ. ତ) — (+ କର୍ମ ତ) ପରିତ୍ୟକ୍ତ — Forsaken
  • ସଂ. ବିଣ. ପୁଂ (ବି+ରନ୍ଜ ଧାତୁ+କର୍ତ୍ତୃ. ତ) — ପ୍ରବୀଣ — Experienced
  • ଦେ. ବିଣ. — ଚିଡ଼ଲ; ଚିଡ଼ିଚିଡ଼ା — Irritable, surly
  • ଦେ. ବିଣ. — ଦହଗଞ୍ଜ — Bothered; annoyed; teased