ବିରକ୍ତିକର Biraktikara

  • ସଂ. ବିଣ. (ବିରକ୍ତି+ କୃ ଧାତୁ+କର୍ତ୍ତୃ; ଅ) — ବୈରାଗ୍ୟ ଜନକ — Producing aversion or indifference to the world
  • ଦେ. ବିଣ. — ଯାହା ମାନସିକ କଷ୍ଟ ଦିଏ; ମନୋବେଦନା ଦାୟକ — Annoying; troublesone; grievous