ବିରକ୍ତ ଭାବ Birakta bhāba
- ସଂ. ବି — ସଂସାରଜନଙ୍କ ପ୍ରତି ମନରେ ଦ୍ରୋହଭାବ — Misanthropy
- ସଂ. ବି — ସଂସାର ବିରାଗ; ବୈରାଗ୍ୟ — Freedom from worldly attachment
- ସଂ. ବି — ଅନନୁରାଗ — want of attachment
- ସଂ. ବି — ଔଦାସ୍ୟ — Indifference
- ସଂ. ବି — ଅରୁଚି; ଅନିଚ୍ଛା — Disrelish; distaste
- ସଂ. ବି — ପ୍ରତିକୂଳତା — Opposition; untowardness
- ସଂ. ବି — ବୈମୁଖ୍ୟ; ବିମୁଖତା — Dislike; aversion; disinclination
- ସଂ. ବି — ଅସନ୍ତୋଷ — Disgust; annoyance; discontent
- ସଂ. ବି — ଚିଡ଼ଲ ଅବସ୍ଥା — Surliness; irritation