ବିମ୍ବସାର Bimbasāra

  • ଦେ. ବି. (ନାମ) — ବୌଦ୍ଧନରପତି ବିଶେଷ — Name of a Buddhist king
  • ଦେ. ବି. (ନାମ) — [ଦ୍ର—ଏ ଅଜାତଶତ୍ରୁଙ୍କ ପିତା ଓ ଗୌତମ ବୁଦ୍ଧଙ୍କ ସମକାଳୀନ ମଗଧରାଜା ଥିଲେ। ଏ ପ୍ରଥମେ ଶାକ୍ତ ଥିଲେ, ପରେ ବୌଦ୍ଧଧର୍ମରେ ଦୀକ୍ଷିତ ହେଲେ—ହି. ଶ.।]