ବିମୃଷ୍ଟ Bimṛushṭa

  • ସଂ. ବିଣ. (ବି+=ମୃଷ୍ ଧାତୁ+ଶୋଧନ କରିବା+କର୍ମ. ତ) — ବିବେଚିତ — Considered
  • ସଂ. ବିଣ. (ବି+=ମୃଷ୍ ଧାତୁ+ଶୋଧନ କରିବା+କର୍ମ. ତ) — ବିଚାରିତ — Judged; discriminated; examined
  • ସଂ. ବିଣ. (ବି+=ମୃଷ୍ ଧାତୁ+ଶୋଧନ କରିବା+କର୍ମ. ତ) — ଆଲୋଚିତ — Discussed