ବିମୃଶ୍ୟବାଦୀ Bimṛuṡyabādī

  • ସଂ. ବିଣ. ପୁଂ (ବିମୃଷ୍ୟ+ବଦ୍ ଧାତୁ+ଇନ୍; 1 ମା. 1 ବ) — ଯେ ସୁବିବେଚନା କରି କଥା କହେ — Speaking after mature consideration