ବିମୃଶ୍ୟକାରୀ Bimṛuṡyakārī

  • ସଂ. ବିଣ. ପୁଂ. (ବିମୁଷ୍ୟ=ବିବେଚନା+କୃ ଧାତୁ+ଇନ୍; 1 ମା, 1 ବ) — ବିବେଚନାପୂର୍ବକ କାର୍ଯ୍ୟକାରୀ — Acting after due deliberation; discriminating; considerate