ବିମା ଚିଠି Bimā chiṭhi

  • ବୈଦେ. ବି—(ଫା. ବୀମାହ୍+ ଚିଠି) — ଯେଉଁ ଚିଠି ପାଇଁ ଅଧିକା ଡାକମାସୁଲ ଦିଆଯାଇ ତାହାକୁ ନିରାପଦ କରାଯାଇ ଥାଏ — An insured letter