ବିଭ୍ରାଡ଼ିବା Bibhrāṟḍ̠ibā

  • ଦେ. (ପଦ୍ୟ) କ୍ରି (ସଂ. ବିଭ୍ରାଜ ଶବ୍ଦର 1 ମା. 1 ବ. ବିଭ୍ରାଟ୍) — ବିନାଶ କରିବା — To kill
  • ଦେ. (ପଦ୍ୟ) କ୍ରି (ସଂ. ବିଭ୍ରାଜ ଶବ୍ଦର 1 ମା. 1 ବ. ବିଭ୍ରାଟ୍) — ବାହୁଳେୟ ପ୍ରାୟେ ହେଲା ପ୍ରାତ ଉତ୍ପତ୍ତି, ବିଭ୍ରା଼ଡ଼ି ତାରକାସୁର ପ୍ରମୋଦ ଅତି। ଭଞ୍ଜ. ବୈଦେହୀଶବିଳାସ।]