ବିଭ୍ରାଟ କରିବା Bibhrāṭa karibā

  • ଦେ. କ୍ରି — ରାଷ୍ଟ୍ର କରିବା; କୌଣସି ଗୁପ୍ତ ବିଷୟକୁ ସାଧାରଣରେ ପ୍ରଘଟ ବା ପ୍ରଚାର କରିବା — To make a secret thing public; to broadcast a matter
  • ଦେ. କ୍ରି — ବିଭ୍ରାଟ ଘଟାଇବା (ଦେଖ) — Bibhrāṭa ghaṭāibā (See)