ବିଭ୍ରମିବା Bibhramibā

  • ଦେ. କ୍ରି (ପଦ୍ୟ) (ସଂ. ବିଭ୍ର—ମ) — ଭ୍ରମଯୁକ୍ତ ହେବା — To be bewildered
  • ଦେ. କ୍ରି (ପଦ୍ୟ) (ସଂ. ବିଭ୍ର—ମ) — [ଉ—ବିଭ୍ରମିଲା ଚିତ୍ତ ଛାୟା ମଣ୍ଡପକୁ ଚାହିଁ। ଭଞ୍ଜ. ବୈଦେହୀଶବିଳାସ।]
  • ଦେ. କ୍ରି (ପଦ୍ୟ) (ସଂ. ବିଭ୍ର—ମ) — ଇତସ୍ତତଃ ଭ୍ରମଣ କରିବା — To wander about
  • ଦେ. କ୍ରି (ପଦ୍ୟ) (ସଂ. ବିଭ୍ର—ମ) — [ଉ—ବିଭ୍ରମେ ଖର୍ବ ଖର୍ବ ଅର୍ବ ବଇରି ଗର୍ବ ଖର୍ବରେ ପରକଟି। ଭଞ୍ଜ. ବୈଦେହୀଶବିଳାସ।]