ବିଭ୍ରଟିଆ Bibhrāṭiā

  • ଦେ. ବିଣ (ସଂ. ବିଭ୍ରାଟ) — ଗୋଳମାଳିଆ — Confused; muddled
  • ଦେ. ବିଣ (ସଂ. ବିଭ୍ରାଟ) — କଳଙ୍କଯୁକ୍ତ — Scandalous
  • ଦେ. ବିଣ (ସଂ. ବିଭ୍ରାଟ) — ଦୁର୍ନୀତିକ — Immoral