ବିଭୀଷିକା Bibhīshikā

  • ସଂ. ବି. ସ୍ତ୍ରୀ—(ବି+ଭୀ ଧାତୁ ଣିଚ୍=ଭୀଷି ଧାତୁ+ଭାବ. ଅକ+ ସ୍ତ୍ରୀ. ଆ) — ଭୟ ପ୍ରଦର୍ଶନ; ଭୟ ଦେଖାଇବା — Frightening; terrifying
  • ସଂ. ବି. ସ୍ତ୍ରୀ—(ବି+ଭୀ ଧାତୁ ଣିଚ୍=ଭୀଷି ଧାତୁ+ଭାବ. ଅକ+ ସ୍ତ୍ରୀ. ଆ) — ଅତ୍ୟନ୍ତ ଭୟ — Terror
  • ସଂ. ବି. ସ୍ତ୍ରୀ—(ବି+ଭୀ ଧାତୁ ଣିଚ୍=ଭୀଷି ଧାତୁ+ଭାବ. ଅକ+ ସ୍ତ୍ରୀ. ଆ) — ଭୟ ଦେଖାଇବାର ଉପାୟ — Means used to terrify or scare away others