ବିଭାସିବା Bibhyāsibā

  • ଦେ. କ୍ରି. (ପଦ୍ୟ) (ସଂ. ବିଭାସିତ) — ପ୍ରକାଶିତ ହେବା — To be manifested
  • ଦେ. କ୍ରି. (ପଦ୍ୟ) (ସଂ. ବିଭାସିତ) — [ଉ— ଦରହାସ—ଛଟା ବିଭାସିଲା ଚାରୁ—ଆସ୍ୟ—ବିମ୍ବେ କମଳାର—ରାଧାନାଥ. ଯଯାତି।]