ବିଭାସିତ Bibhāsita
- ସଂ. ବିଣ (ବି+ଭାସ୍ ଧାତୁ ଣିଚ୍=ଭାସି ଧାତୁ+କର୍ତ୍ତୃ. ତ) — ପ୍ରକାଶିତ — Revealed; manifested; disclosed
- ସଂ. ବିଣ (ବି+ଭାସ୍ ଧାତୁ ଣିଚ୍=ଭାସି ଧାତୁ+କର୍ତ୍ତୃ. ତ) — ଆଲୋକିତ — Lighted; illuminated
- ସଂ. ବିଣ (ବି+ଭାସ୍ ଧାତୁ ଣିଚ୍=ଭାସି ଧାତୁ+କର୍ତ୍ତୃ. ତ) — ପରିଶୋଭିତ — Adorned; beautified
- ସଂ. ବିଣ (ବି+ଭାସ୍ ଧାତୁ ଣିଚ୍=ଭାସି ଧାତୁ+କର୍ତ୍ତୃ. ତ) — ଫୁଟିଥିବା; ପ୍ରସ୍ଫୁଟିତ — Blown; blooming (said of a flower)