ବିଭା ତିଥି Bibhā tithi

  • ଦେ. ବି (ସଂ. ବିବାହ+ତିଥି) — ବିବାହ ପାଇଁ ନିର୍ଦ୍ଧାରିତ ଦିବସ — The day fixed for a marriage
  • ଦେ. ବି (ସଂ. ବିବାହ+ତିଥି) — ଜ୍ୟୋତିଷ ମତରେ ବିବାହ ପାଇଁ ପ୍ରଶସ୍ତ ଦିବସମାନ — Days which are considered auspicious according to āstrology for the celebration of marriage ceremony