ବିଭା ଘରୁଆ Bibhā gharuā

  • ଦେ. ବି — ଯେଉଁମାନେ ବିବାହ ଉତ୍ସବରେ ଯୋଗ ଦେବାକୁ ଯାଇ ଥାଆନ୍ତି — Persons joining a marriage festival
  • ଦେ. ବିଣ. — ବିବାହ ଉତ୍ସବ ସମ୍ବନ୍ଧୀୟ — Relating to a marriage festival