ବିଭର୍ତ୍ତି Bibhartti

  • ସଂ. କ୍ରି. (ଭୃ ଧାତୁ ବର୍ତ୍ତମାନକାଳ 3 ୟ ପୁରୁଷ; ସଂସ୍କୃତ ପ୍ରଥମ ପୁରୁଷ; ଏକବଚନର ଆକାର) — ଧାରଣ କରୁଅଛି; ପୋଷଣ କରୁଅଛି — Is holding; is bearing
  • ସଂ. କ୍ରି. (ଭୃ ଧାତୁ ବର୍ତ୍ତମାନକାଳ 3 ୟ ପୁରୁଷ; ସଂସ୍କୃତ ପ୍ରଥମ ପୁରୁଷ; ଏକବଚନର ଆକାର) — ଚକଚକ କରୁଅଛି; ଶୋଭା ପାଉଅଛି — Is glittering; is shining, is looking nice
  • ସଂ. କ୍ରି. (ଭୃ ଧାତୁ ବର୍ତ୍ତମାନକାଳ 3 ୟ ପୁରୁଷ; ସଂସ୍କୃତ ପ୍ରଥମ ପୁରୁଷ; ଏକବଚନର ଆକାର) — [ଉ—ବିଭର୍ତ୍ତି ମୋତିପନ୍ତି ଦନ୍ତ ଓଷ୍ଠ ମାଣିକ୍ୟ ପାତ୍ରେ। ଭଞ୍ଜ. ବୈଦେହୀଶବିଳାସ।]