ବିଭଞ୍ଜିବା Bibhan̄jibā

  • ଦେ. କ୍ରି—(ପଦ୍ୟ) (ସଂ. ବିଭଙ୍ଗ) — ଭାଙ୍ଗିବା — To break
  • ଦେ. କ୍ରି—(ପଦ୍ୟ) (ସଂ. ବିଭଙ୍ଗ) — (ଉ—ବିଭଞ୍ଜେ ଇକ୍ଷୁ ଦଣ୍ଡ ପରି ପ୍ରଜଙ୍ଘ ଜଙ୍ଘକୁ ଗନ୍ଧମାଦନ। ଭଞ୍ଜ. ବୈଦବୈଦେହୀଶବିଳାସ।େହୀଶ— ବିଳାସ।)
  • ଦେ. କ୍ରି—(ପଦ୍ୟ) (ସଂ. ବିଭଙ୍ଗ) — ଜୋର୍ରେ ବା ବଳପୂର୍ବକ ଆଣିବା — To bring forcibly
  • ଦେ. କ୍ରି—(ପଦ୍ୟ) (ସଂ. ବିଭଙ୍ଗ) — (ଉ—ମହୀ ପ୍ରଳୟ ଜଳରେ ଥିଲା ହଜି, ଦନ୍ତ ଅଗ୍ରେ ତୋଳି ଧଇଲ ବିଭଞ୍ଜି। ପ୍ରାଚୀ. ରସବାରିଧି।)
  • ଦେ. କ୍ରି—(ପଦ୍ୟ) (ସଂ. ବିଭଙ୍ଗ) — ଗୋଟି ଗୋଟି କରିବା — To separate; to deal separately one by one
  • ଦେ. କ୍ରି—(ପଦ୍ୟ) (ସଂ. ବିଭଙ୍ଗ) — (ଉ—ଶୁଣି ବିଭଞ୍ଜି କହିବା ବିବେକ। ପ୍ରାଚୀ. ରସ ବାରିଧି।)