ବିବେକ Bibeka

  • ସଂ. ବି. (ବି+ବିଚ୍ ଧାତୁ=ବିଚାର କରିବା, ପୃଥକ୍ କରିବା+ଭାବ. ଅ) — ଭଲମନ୍ଦ ବିଚାର — Discrimination
  • ସଂ. ବି. (ବି+ବିଚ୍ ଧାତୁ=ବିଚାର କରିବା, ପୃଥକ୍ କରିବା+ଭାବ. ଅ) — ବିବେଚନା — Consideration
  • ସଂ. ବି. (ବି+ବିଚ୍ ଧାତୁ=ବିଚାର କରିବା, ପୃଥକ୍ କରିବା+ଭାବ. ଅ) — ତତ୍ତ୍ୱ ଜ୍ଞାନ — Knowledge of fundamental truths
  • ସଂ. ବି. (ବି+ବିଚ୍ ଧାତୁ=ବିଚାର କରିବା, ପୃଥକ୍ କରିବା+ଭାବ. ଅ) — ଧର୍ମାଧର୍ମର ବୋଧ — Knowledge of what is right and what is wrong
  • ସଂ. ବି. (ବି+ବିଚ୍ ଧାତୁ=ବିଚାର କରିବା, ପୃଥକ୍ କରିବା+ଭାବ. ଅ) — ହିତାହିତ ବିବେଚନା — Conscience
  • ସଂ. ବି. (ବି+ବିଚ୍ ଧାତୁ=ବିଚାର କରିବା, ପୃଥକ୍ କରିବା+ଭାବ. ଅ) — ଔଦାସ୍ୟ — Indifference to worldly affairs
  • ସଂ. ବି. (ବି+ବିଚ୍ ଧାତୁ=ବିଚାର କରିବା, ପୃଥକ୍ କରିବା+ଭାବ. ଅ) — ବୈରାଗ୍ୟ — Freedom from passions
  • ସଂ. ବି. (ବି+ବିଚ୍ ଧାତୁ=ବିଚାର କରିବା, ପୃଥକ୍ କରିବା+ଭାବ. ଅ) — ସ୍ନାନାଗାର — Bath room
  • ସଂ. ବି. (ବି+ବିଚ୍ ଧାତୁ=ବିଚାର କରିବା, ପୃଥକ୍ କରିବା+ଭାବ. ଅ) — ଚୌବଚ୍ଚା — A cistern
  • ସଂ. ବି. (ବି+ବିଚ୍ ଧାତୁ=ବିଚାର କରିବା, ପୃଥକ୍ କରିବା+ଭାବ. ଅ) — କର୍ତ୍ତବ୍ୟାକର୍ତ୍ତବ୍ୟ ବିଚାର; ଭବି— ଷ୍ୟତ୍ ସମ୍ବନ୍ଧରେ ବିବେଚନା — Considerastion about one's future actions
  • ସଂ. ବି. (ବି+ବିଚ୍ ଧାତୁ=ବିଚାର କରିବା, ପୃଥକ୍ କରିବା+ଭାବ. ଅ) — ଦେହରୁ ବ୍ରହ୍ମକୁ ପୃଥକ୍ ଜ୍ଞାନ କରିବାର କ୍ଷମତା; ପ୍ରକୃତି ଓ ପୁରୁଷର ଭେଦଜ୍ଞାନ — The discrimination between the Creator and the created
  • ସଂ. ବିଣ — ବିବେକୀ; ହିତାହିତ ଜ୍ଞାନଯୁକ୍ତ — Conscientious