ବିବୃଦ୍ଧ Bibṛuddha

  • ସଂ. ବିଣ (ବି+ବୃଧ୍ ଧାତୁ=ବଢ଼ିବା+କର୍ତ୍ତୃ. ତ) — ବୃଦ୍ଧି ପ୍ରାପ୍ତ — Increased; augmented
  • ସଂ. ବିଣ (ବି+ବୃଧ୍ ଧାତୁ=ବଢ଼ିବା+କର୍ତ୍ତୃ. ତ) — ଅତି ବୃଦ୍ଧ — Very old