ବିବିକ୍ତ Bibikta

  • ସଂ. ବିଣ (ବି+ବିଚ୍ ଧାତୁ=ପୃଥକ୍ ହେବା+କର୍ତ୍ତୃ. ତ) — ବିଜନ; ନିର୍ଜନ — Lonely
  • ସଂ. ବିଣ (ବି+ବିଚ୍ ଧାତୁ=ପୃଥକ୍ ହେବା+କର୍ତ୍ତୃ. ତ) — ପବିତ୍ର — Pure; holy; sacred
  • ସଂ. ବିଣ (ବି+ବିଚ୍ ଧାତୁ=ପୃଥକ୍ ହେବା+କର୍ତ୍ତୃ. ତ) — ଶୁଭ — Auspicious; favourable
  • ସଂ. ବିଣ (ବି+ବିଚ୍ ଧାତୁ=ପୃଥକ୍ ହେବା+କର୍ତ୍ତୃ. ତ) — ପୃଥକ୍ କୃତ — Separated
  • ସଂ. ବିଣ (ବି+ବିଚ୍ ଧାତୁ=ପୃଥକ୍ ହେବା+କର୍ତ୍ତୃ. ତ) — ଏକାଗ୍ର — Devoted to one pursuit
  • ସଂ. ବିଣ (ବି+ବିଚ୍ ଧାତୁ=ପୃଥକ୍ ହେବା+କର୍ତ୍ତୃ. ତ) — ବିବେଚକ — Considerate
  • ସଂ. ବିଣ (ବି+ବିଚ୍ ଧାତୁ=ପୃଥକ୍ ହେବା+କର୍ତ୍ତୃ. ତ) — ବିବେଜୀ — Discriminating; conscientious