ବିବିକ୍ତା Bibiktā

  • ସଂ. ବିଣ. ସ୍ତ୍ରୀ (ବିବିକ୍ତ+ସ୍ତ୍ରୀ. ଆ) — ଭାଗ୍ୟହୀନା; ଦୁର୍ଭାଗା; ସ୍ୱାମୀସୁଖବଞ୍ଚିତା (ଜୀବିତପତିକା ସ୍ତ୍ରୀ) — Unfortunate; (a woman) deprived of the affection of her husband