ବିବିଆନା Bibiānā

  • ବୈଦେ. ବି — ବିବି ବା ମେମ୍ମାନଙ୍କ ଚାଲିଚଳନ ବା ସାଜସଜ୍ଜା ପଦ୍ଧତି — The conduct or mode of dress of an European lady
  • ବୈଦେ. ବିଣ — ମେମ୍ମାନଙ୍କ ଯୋଗ୍ୟ — Befitting an European lady