ବିବାଦ ଲଗେଇବା Bibāda lageibā

  • ଦେ. କ୍ରି — ଅନ୍ୟ ବ୍ୟକ୍ତି ସଙ୍ଗେ ବିବାଦ କରିବା — To pick up a quarrel with another
  • ଦେ. କ୍ରି — ଦୁଇ ଜଣଙ୍କ ମଧ୍ୟରେ କଳହର ସୂତ୍ରପାତ କରିବା — To bring about a quarrel between persons; to set two persons to quarrel