ବିବାଦ ବିସମ୍ବାଦ Bibāda bisambāda

  • ସଂ, ବି (ସହଚର) (ବହୁବଚନାର୍ଥ ସୂଚକ) — କଳିକଜିଆ — Quarrel
  • ସଂ, ବି (ସହଚର) (ବହୁବଚନାର୍ଥ ସୂଚକ) — ମାମଲା; ମକଦ୍ଦମା — Litigation
  • ସଂ, ବି (ସହଚର) (ବହୁବଚନାର୍ଥ ସୂଚକ) — ବିରୋଧ — Dispute