ବିବାଦ ବିଷୟ Bibāda bishaya

  • ସଂ. ବି. ( 6 ଷ୍ଠୀ ତତ୍; ବିବାଦ+ବିଷୟ; କଚିରିଆ) — ଯେଉଁ ବିଷୟ ପାଇଁ ଦୁଇ ଜଣଙ୍କର କଳି ଲାଗିଥାଏ; କଳହର ବସ୍ତୁ — Bone of contention; subject matter of dispute; matter in dispute