ବିବସ୍ୱାନ Bibaswān

  • ସଂ. ବି. ପୁଂ [ବିବସ୍ (ବି=ବିବିଧ ପ୍ରକାର+ବସ୍ ଧାତୁ=ବାସ କରିବା+କର୍ତ୍ତୃ. କ୍ୱିପ୍= ବିବସ୍=ତେଜୋମୟ ଆବରଣ)+ଅଛି ଅର୍ଥରେ ବତ୍; ବିବସ୍ୱତ୍; 1 ମା. 1 ବ.] — ଦେବତା — Deity
  • ସଂ. ବି. ପୁଂ [ବିବସ୍ (ବି=ବିବିଧ ପ୍ରକାର+ବସ୍ ଧାତୁ=ବାସ କରିବା+କର୍ତ୍ତୃ. କ୍ୱିପ୍= ବିବସ୍=ତେଜୋମୟ ଆବରଣ)+ଅଛି ଅର୍ଥରେ ବତ୍; ବିବସ୍ୱତ୍; 1 ମା. 1 ବ.] — ସୂର୍ଯ୍ୟ — , The sun
  • ସଂ. ବି. ପୁଂ [ବିବସ୍ (ବି=ବିବିଧ ପ୍ରକାର+ବସ୍ ଧାତୁ=ବାସ କରିବା+କର୍ତ୍ତୃ. କ୍ୱିପ୍= ବିବସ୍=ତେଜୋମୟ ଆବରଣ)+ଅଛି ଅର୍ଥରେ ବତ୍; ବିବସ୍ୱତ୍; 1 ମା. 1 ବ.] — ବୈବସ୍ୱତ ମନୁ ରଜା — A king, the son of the Sun-god
  • ସଂ. ବି. ପୁଂ [ବିବସ୍ (ବି=ବିବିଧ ପ୍ରକାର+ବସ୍ ଧାତୁ=ବାସ କରିବା+କର୍ତ୍ତୃ. କ୍ୱିପ୍= ବିବସ୍=ତେଜୋମୟ ଆବରଣ)+ଅଛି ଅର୍ଥରେ ବତ୍; ବିବସ୍ୱତ୍; 1 ମା. 1 ବ.] — ଅରୁଣ — Twilight personified
  • ସଂ. ବି. ପୁଂ [ବିବସ୍ (ବି=ବିବିଧ ପ୍ରକାର+ବସ୍ ଧାତୁ=ବାସ କରିବା+କର୍ତ୍ତୃ. କ୍ୱିପ୍= ବିବସ୍=ତେଜୋମୟ ଆବରଣ)+ଅଛି ଅର୍ଥରେ ବତ୍; ବିବସ୍ୱତ୍; 1 ମା. 1 ବ.] — ଅରଖ ଗଛ; ଅର୍କବୃକ୍ଷ — , Calotropis Gigantea; swallowwort