ବିବର୍ତ୍ତ Bibartta

  • ସଂ. ବି—(ବି+ବୃତ ଧାତୁ+ଭାବ. ଅ) — ପରିବର୍ତ୍ତନ — Evolution; change; alteration
  • ସଂ. ବି—(ବି+ବୃତ ଧାତୁ+ଭାବ. ଅ) — ପରିଣାମ — Result
  • ସଂ. ବି—(ବି+ବୃତ ଧାତୁ+ଭାବ. ଅ) — ବିଶେଷରୂପେ ସ୍ଥିତି — Peculiar position
  • ସଂ. ବି—(ବି+ବୃତ ଧାତୁ+ଭାବ. ଅ) — ନୃତ୍ୟ — Dancing
  • ସଂ. ବି—(ବି+ବୃତ ଧାତୁ+ଭାବ. ଅ) — ସମୂହ; ରାଶି — Multitude; heap; collection
  • ସଂ. ବି—(ବି+ବୃତ ଧାତୁ+ଭାବ. ଅ) — ଘୂର୍ଣ୍ଣନ — Revolving; turning round; whirling round
  • ସଂ. ବି—(ବି+ବୃତ ଧାତୁ+ଭାବ. ଅ) — ଭ୍ରମଣ — Roaming; wandering
  • ସଂ. ବି—(ବି+ବୃତ ଧାତୁ+ଭାବ. ଅ) — ଭ୍ରମ — Mistake
  • ସଂ. ବି—(ବି+ବୃତ ଧାତୁ+ଭାବ. ଅ) — (ଯଥା—ରଜ୍ଜୁରେ ସର୍ପ ଭ୍ରମ)
  • ସଂ. ବି—(ବି+ବୃତ ଧାତୁ+ଭାବ. ଅ) — (ବେଦାନ୍ତ) ଅବିଦ୍ୟା ବା ମାୟା ଜନିତ ଭ୍ରାନ୍ତରୂପ ବା ଦୃଶ୍ୟ — (Bedanta philosophy) An illusory form or an unreal appearrance caused by human error