ବିବର୍ତ୍ତିତ Bibarttita

  • ସଂ. ବିଣ. —(ବି+ବୃତ୍ ଧାତୁ+କର୍ମ. ତ) — ଘୂର୍ଣ୍ଣିତ — Revolved; whirled round
  • ସଂ. ବିଣ. —(ବି+ବୃତ୍ ଧାତୁ+କର୍ମ. ତ) — ଅପସାରିତ — Displaced; dislocated; removed
  • ସଂ. ବିଣ. —(ବି+ବୃତ୍ ଧାତୁ+କର୍ମ. ତ) — ପ୍ରତ୍ୟାବର୍ତ୍ତିତ — Returned
  • ସଂ. ବିଣ. —(ବି+ବୃତ୍ ଧାତୁ+କର୍ମ. ତ) — ଅପନୀତ — Obliterated
  • ସଂ. ବିଣ. —(ବି+ବୃତ୍ ଧାତୁ+କର୍ମ. ତ) — ଭ୍ରାନ୍ତ — Mistaken
  • ସଂ. ବିଣ. —(ବି+ବୃତ୍ ଧାତୁ+କର୍ମ. ତ) — ଖଣ୍ତ ଖଣ୍ତ ହୋଇ କଟା ହୋଇଥିବା — Mangled; hacked; cut into pieces (Apte)
  • ସଂ. ବିଣ. —(ବି+ବୃତ୍ ଧାତୁ+କର୍ମ. ତ) — ନମିତ — Bent down (Apte)
  • ସଂ. ବିଣ. —(ବି+ବୃତ୍ ଧାତୁ+କର୍ମ. ତ) — ବିକୃତ — Distorted (Apte); detririorated