ବିବର୍ତ୍ତିତ ସନ୍ଧିଭଗ୍ନ Bibarttita sandhibhagna

  • ସଂ. ବି (ଆୟୁର୍ବେଦ ପରିଭାଷା) — ଶରୀରାସ୍ଥିର ସମ୍ପୂର୍ଣ୍ଣସ୍ଥାନଚ୍ୟୁତି; ଅସ୍ଥି— ସନ୍ଧିଚ୍ୟୁତି; କବିଜାରୁ ହାଡ଼ ଖସିଯିବା — Complete dislocation of bone from the joint