ବିବର୍ତ୍ତନ Bibarttana

  • ସଂ. ବି(ବି+ବୃତ୍ ଧାତୁ+ଭାବ. ଅନ) — କ୍ରମିକ ପରିବର୍ତ୍ତନ — Change; evolution
  • ସଂ. ବି(ବି+ବୃତ୍ ଧାତୁ+ଭାବ. ଅନ) — ଘୂର୍ଣ୍ଣନ — , Whirling; revolving
  • ସଂ. ବି(ବି+ବୃତ୍ ଧାତୁ+ଭାବ. ଅନ) — ପ୍ରତ୍ୟାବର୍ତ୍ତନ — Returning, coming back
  • ସଂ. ବି(ବି+ବୃତ୍ ଧାତୁ+ଭାବ. ଅନ) — ଭ୍ରମଣ — Travelling
  • ସଂ. ବି(ବି+ବୃତ୍ ଧାତୁ+ଭାବ. ଅନ) — କଡ଼ ଲେଉଟାଇବା — Rolling about; turning on one's sides
  • ସଂ. ବି(ବି+ବୃତ୍ ଧାତୁ+ଭାବ. ଅନ) — ନୃତ୍ୟ — Dancing
  • ସଂ. ବି(ବି+ବୃତ୍ ଧାତୁ+ଭାବ. ଅନ) — ପ୍ରଦକ୍ଷିଣୀକରଣ — Going round; walking round an image or revered person or thing with one's right hand towards the latter; circumambulation
  • ସଂ. ବି(ବି+ବୃତ୍ ଧାତୁ+ଭାବ. ଅନ) — ନାନା ଅବସ୍ଥାର ମଧ୍ୟଦେଇ ଗମନ — Passing through various states or existence
  • ସଂ. ବି(ବି+ବୃତ୍ ଧାତୁ+ଭାବ. ଅନ) — ନମସ୍କାର — Reverential salutation (Apte)
  • ସଂ. ବି(ବି+ବୃତ୍ ଧାତୁ+ଭାବ. ଅନ) — ପରିବର୍ତ୍ତିତ ଅବସ୍ଥା — An altered condition (Apte)
  • ସଂ. ବି(ବି+ବୃତ୍ ଧାତୁ+ଭାବ. ଅନ) — ଅପନୟନ — Obliteration
  • ସଂ. ବି(ବି+ବୃତ୍ ଧାତୁ+ଭାବ. ଅନ) — ଅପସାରଣ — Displacement