ବିବର୍ଣ୍ଣ Bibarṇṇa
- ସଂ. ବିଣ—(ବହୁବ୍ରୀହି; ବି=ବିଗତ+ବର୍ଣ୍ଣ) — ବର୍ଣ୍ଣହୀନ — Colourless
- ସଂ. ବିଣ—(ବହୁବ୍ରୀହି; ବି=ବିଗତ+ବର୍ଣ୍ଣ) — ମିଳନ — pale; wan
- ସଂ. ବିଣ—(ବହୁବ୍ରୀହି; ବି=ବିଗତ+ବର୍ଣ୍ଣ) — ବିକୃତବର୍ଣ୍ଣ — Discoloured
- ସଂ. ବିଣ—(ବହୁବ୍ରୀହି; ବି=ବିଗତ+ବର୍ଣ୍ଣ) — ଫିକା ପଡ଼ି ଯାଇଥିବା — Turned pale
- ସଂ. ବି — ନୀଚ ଜାତି — Low caste