ବିବର୍ଜିତ Bibarjita

  • ସଂ. ବିଣ—(ବି+ବୃଜ୍ ଧାତୁ+କର୍ମ. ତ) — ପରିତ୍ୟକ୍ତ — Abandoned; relinquished
  • ସଂ. ବିଣ—(ବି+ବୃଜ୍ ଧାତୁ+କର୍ମ. ତ) — (ସମାସରେ) ଶୂନ୍ଯ; ରହିତ — Debarred from; deprived of
  • ସଂ. ବିଣ—(ବି+ବୃଜ୍ ଧାତୁ+କର୍ମ. ତ) — ପ୍ରଦତ୍ତ — Given; distributed
  • ସଂ. ବିଣ—(ବି+ବୃଜ୍ ଧାତୁ+କର୍ମ. ତ) — (ସମାସରେ) ହୀନ — Devoid of; destitute of