ବିବଦମାନ Bibadamāna

  • ସଂ. ବି. ପୁଂ. (ବି+ବଦ୍ ଧାତୁ+କର୍ତ୍ତୃ. ଆନ୍) — ବିବାଦକାରୀ; କଳହକାରୀ — Quarrelling; wrangling
  • ସଂ. ବି. ପୁଂ. (ବି+ବଦ୍ ଧାତୁ+କର୍ତ୍ତୃ. ଆନ୍) — ମକଦ୍ଦମାରେ ଲଢ଼ୁଥିବା — Contending or contesting in a court of law