ବିବତ୍ସା Bibat-sā

  • ସଂ. ବି. (ବସ୍ ଧାତୁ+ଇଚ୍ଛାର୍ଥରେ ସନ୍+ଭାବ. ଅ+ଆ) — ବାସ କରିବାର ଇଚ୍ଛା — Intention to reside
  • ସଂ. ବି. ସ୍ତ୍ରୀ. (ବି—ନଷ୍ଟ ହୋଇଅଛି+ବତ୍ସ=ବାଛୁରୀ ଯାହାର; ବହୁବ୍ରୀହି) — ଯେଉଁ ଗାଈର ବାଛୁରୀ ମରିଅଛି — A cow which has lost her calf