ବିବକ୍ଷୁ Bibakshu

  • ସଂ. ବିଣ. ପୁଂ. (ବଚ୍ ଧାତୁ+ଇଚ୍ଛାର୍ଥରେ ସନ୍+କର୍ତ୍ତୃ. ଉ) — କହିବାକୁ ଇଚ୍ଛୁକ — Desiring to speak