ବିବକ୍ଷିତ Bibakshita
- ସଂ. ବିଣ (ବଚ୍ ଧାତୁ+ଇଚ୍ଛାର୍ଥରେ ସନ୍+ କର୍ମ. ତ) — କହିବାକୁ ଇଚ୍ଛା କରା ଯାଇଥିବା — Intended to be spoken
- ସଂ. ବିଣ (ବଚ୍ ଧାତୁ+ଇଚ୍ଛାର୍ଥରେ ସନ୍+ କର୍ମ. ତ) — ଇପ୍ସିତ — Desired; wished for
- ସଂ. ବିଣ (ବଚ୍ ଧାତୁ+ଇଚ୍ଛାର୍ଥରେ ସନ୍+ କର୍ମ. ତ) — ପ୍ରିୟ — Favourite (Apte)
- ସଂ. ବି. (+ଭାବ. ତ) — ଉଦ୍ଦେଶ୍ୟ — Purpose; intention (Apte)
- ସଂ. ବି. (+ଭାବ. ତ) — ଅର୍ଥ — Meaning; sense (Apte)