ବିବକ୍ଷା Bibakshā
- ସଂ. ବି (ବଚ୍ ଧାତୁ=କହିବା+ଇଚ୍ଛାର୍ଥରେ ସନ୍+ଭାବ. ଅ+ଆ) — କହିବାର ଇଚ୍ଛା — Desire to speak
- ସଂ. ବି (ବଚ୍ ଧାତୁ=କହିବା+ଇଚ୍ଛାର୍ଥରେ ସନ୍+ଭାବ. ଅ+ଆ) — ଅଭିଳାଷ; ବାସନା — Desire; intention
- ସଂ. ବି (ବଚ୍ ଧାତୁ=କହିବା+ଇଚ୍ଛାର୍ଥରେ ସନ୍+ଭାବ. ଅ+ଆ) — ଅର୍ଥ; ମାନେ — Meaning; sense (Apte)
- ସଂ. ବି (ବଚ୍ ଧାତୁ=କହିବା+ଇଚ୍ଛାର୍ଥରେ ସନ୍+ଭାବ. ଅ+ଆ) — ଉଦ୍ଦେଶ୍ୟ — Intention; purpose (Apte)