ବିପ୍ଲୁଟ୍ Bipḻuṭ
- ସଂ. ବି. (ବି+ପ୍ରୁ [ପ୍ଲୁ]ଷ୍ ଧାତୁ=ଦଗ୍ଧ କରିବା+କର୍ତ୍ତୃ. କ୍ୱିପ୍; 1 ମା. 1 ବ) — ଦ୍ରବ ବସ୍ତୁର ବିନ୍ଦୁ ବା ଟୋପା — Drop of a liquid
- ସଂ. ବି. (ବି+ପ୍ରୁ [ପ୍ଲୁ]ଷ୍ ଧାତୁ=ଦଗ୍ଧ କରିବା+କର୍ତ୍ତୃ. କ୍ୱିପ୍; 1 ମା. 1 ବ) — ଜଳକଣା — Minute particle of water
- ସଂ. ବି. (ବି+ପ୍ରୁ [ପ୍ଲୁ]ଷ୍ ଧାତୁ=ଦଗ୍ଧ କରିବା+କର୍ତ୍ତୃ. କ୍ୱିପ୍; 1 ମା. 1 ବ) — ବେଦପାଠକାଳୀନ ମୁଖନିଃସୃତ ଲାଳ— କଣା (ଯାହା ପୁସ୍ତକ ଗାତ୍ରରେ ପଡ଼େ) — Particles of saliva coming out of the mouth while reading the Bedas aloud
- ସଂ. ବି. (ବି+ପ୍ରୁ [ପ୍ଲୁ]ଷ୍ ଧାତୁ=ଦଗ୍ଧ କରିବା+କର୍ତ୍ତୃ. କ୍ୱିପ୍; 1 ମା. 1 ବ) — [ଦ୍ର—ମନୁସ୍ମୃତି ଅନୁସାରେ ଏହା ଅପବିତ୍ର ନୁହେଁ। ହି. ଶ.।]