ବିପ୍ରୟୋଗ Biprayoga
- ସଂ. ବି (ବି+ପ୍ର+ଯୁଜ୍ ଧାତୁ+ଭାବ. ଅ) — ପାର୍ଥକ୍ୟ — Separation; difference
- ସଂ. ବି (ବି+ପ୍ର+ଯୁଜ୍ ଧାତୁ+ଭାବ. ଅ) — ବିଚ୍ଛେଦ; ବିରହ — Bereavement; dissociation
- ସଂ. ବି (ବି+ପ୍ର+ଯୁଜ୍ ଧାତୁ+ଭାବ. ଅ) — ବିବାଦ — Dispute
- ସଂ. ବି (ବି+ପ୍ର+ଯୁଜ୍ ଧାତୁ+ଭାବ. ଅ) — ବିରୋଧ — Opposition
- ସଂ. ବି (ବି+ପ୍ର+ଯୁଜ୍ ଧାତୁ+ଭାବ. ଅ) — ପୃଥକ୍କରଣ; ପୃଥକ୍ଭାବ — Severance